VISION
- To develop the Central University of Odisha as an avant-garde and premier university of the new millennium, guided by a world-ethos-driven higher education agenda.
- To build a university that balances teaching, scholarship, and a strong commitment to addressing society's educational, economic, and cultural challenges.
- To establish the university with research as its flagship identity, fostering, nurturing, and inculcating a vibrant research culture.
- To collaborate and forge academic alliances or partnerships with leading research institutes, universities, and industries, both in India and abroad, as envisioned in the UNESCO document.
- To create a skilled workforce capable of bridging the divide between rural and urban needs, and between domestic and global requirements.
- To develop a knowledge base that harmonizes indigenous needs with global demands, ensuring a holistic balance.
|
ଭୂୟୋଦୃଷ୍ଟି
- ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ବିଶ୍ୱବୋଧ ପ୍ରେରିତ ଉଚ୍ଚଶିକ୍ଷା କାର୍ଯ୍ୟସୂଚୀ ଅନୁଯାୟୀ ନୂତନ ସହସ୍ରାବ୍ଦୀର ଗୋଟିଏ ତୁଙ୍ଗ ଓ ଅଗ୍ରଣୀ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ।
- ଶିକ୍ଷାଦାନ ଓ ଜ୍ଞାନ-ସାଧନା ସହ ସମନ୍ଵୟ ରକ୍ଷା କରି ସମାଜ ସମ୍ମୁଖୀନ ଶୈକ୍ଷିକ, ଆର୍ଥିକ ଓ ସାଂସ୍କୃତିକ ଆହ୍ୱାନର ମୁକାବିଲା ନିମନ୍ତେ ପ୍ରତିବଦ୍ଧ ହେବା ।
- ଗବେଷଣାକୁ ସର୍ବୋଚ୍ଚ ମାନ୍ୟତା ସହକାରେ ଉନ୍ନତ କରି ଗବେଷଣା-ସଂସ୍କୃତିର ପରିପାଳନ, ପରିବର୍ଦ୍ଧନ ଓ ପ୍ରୋତ୍ସାହନ କରି ବିଶ୍ୱବିଦ୍ୟାଳୟର ପ୍ରଗତି ସାଧନ ।
- ୟୁନେସ୍କୋର ପ୍ରବର୍ତ୍ତନା ଅନୁଯାୟୀ ସ୍ୱଦେଶ ଓ ବିଶ୍ୱର ଶ୍ରେଷ୍ଠ ଗବେଷଣା-ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ଶୈଳ୍ପିକ ପ୍ରତିଷ୍ଠାନ ସହିତ ସହଯୋଗ ଏବଂ ଶୈକ୍ଷିକ ସମନ୍ୱୟ ରକ୍ଷା କରିବା ।
- ସମୃଦ୍ଧ ଏବଂ କୁଶଳୀ ଶ୍ରମଶକ୍ତି ନିର୍ମାଣ କରି ଗ୍ରାମ ଓ ନଗର ମଧ୍ୟରେ ଥିବା ଅଦୃଶ୍ୟ ବିଭେଦ ଦୂର କରିବା।
- ଜ୍ଞାନ ଆଧାର ଉନ୍ନୟନ କରି ସ୍ୱଦେଶ ଓ ବୈଶ୍ୱିକ ଆବଶ୍ୟକତା ପୂରଣ ଦିଗରେ ଏକ ନିରବଚ୍ଛିନ୍ନ ଉପଯୋଗୀ ମଞ୍ଚ ହେବା ।
|
दृष्टि
- ओड़िशा केंद्रीय विश्वविद्यालय को नई सहस्त्राब्दी के अग्रणी एवं प्रमुख विश्वविद्यालय के रूप में विकसित करना, जो विश्व- लोकाचार-संचालित उच्च शिक्षा कार्यसूची द्वारा निर्देशित हो।
- एक ऐसे विश्वविद्यालय का निर्माण करना जो शिक्षण, छात्रवृत्ति एवं समाज की शैक्षिक, आर्थिक एवं सांस्कृतिक चुनौतियों का समाधान करने के लिए एक मजबूत प्रतिबद्धता को संतुलित करता हो।
- ऐसे विश्वविद्यालय की स्थापना जो अपनी शोध विशिष्टता से ही ख्यात हो और जहां की शोध अनुसंधान की संस्कृति अनुपम हो।
- यूनेस्को प्रलेख में परिकल्पित भारत एवं विदेशों के अग्रणी शोध संस्थानों, विश्वविद्यालयों एवं उद्योगों के साथ शैक्षणिक गठबंधन अथवा साझेदार करना एवं उनका विकास करना।
- कुशल कार्यबल तैयार करना जो ग्रामीण एवं शहरी आवश्यकताओं, घरेलू एवं विदेशी आवश्कताओं के बीच की दूरी को मिटाने में सक्षम हो।
- एक ऐसा ज्ञान आधार विकसित करना जो स्वदेशी आवश्यकताओं को वैश्विक मांगों के साथ सामंजस्य स्थापित करता हो, जिससे एक समग्र संतुलन सुनिश्चित हो।
|
MISSION
- Provide quality education for all, thereby fortifying the backbone of the nation.
- Disseminate 'inclusive education' to extend opportunities to the unreached and underserved.
- Promote a balanced integration of indigenous values and global perspectives.
- Uphold a firmly grounded and holistic worldview of higher education.
- Establish the university as a distinctive and exemplary institution.
|
ଉଦ୍ଦେଶ୍ୟ
- ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଦାନ କରି ଜାତିର ମେରୁଦଣ୍ଡକୁ ସୁଦୃଢ କରାଇବା ।
- ଉଚ୍ଚଶିକ୍ଷାରୁ ବଞ୍ଚିତ ଲୋକଙ୍କ ନିକଟରେ ଶିକ୍ଷାର ପ୍ରସାର କରିବା ।
- ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ସ୍ଥିତି ସହ ସମନ୍ୱୟ ସୃଷ୍ଟି କରିବା ।
- ସାମୂହିକ ଭାବେ ଉଚ୍ଚ ଶିକ୍ଷାର ବୈଶ୍ୱିକ ଦୃଷ୍ଟିକୋଣ ଆହରଣ ।
- ବିଶିଷ୍ଟ ଅନୁଷ୍ଠାନ ଭାବରେ ପ୍ରତିଷ୍ଠା ଅର୍ଜନ ।
|
उद्देश्य
- सभी के लिए गुणवत्तापूर्ण शिक्षा प्रदान करना जिससे राष्ट्र के आधार को मजबूती मिले।
- वंचित वर्ग तक अवसरों का विस्तार करने के लिए 'समावेशी शिक्षा' का प्रसार करना
- स्वदेशी मूल्यों एवं वैश्विक दृष्टिकोणों के संतुलित एकीकरण को बढ़ावा देना।
- उच्च शिक्षा के बारे में एक सशक्त आधार वाली समग्र वैश्विकदृष्टि बनाए रखना।
- विश्वविद्यालय को एक विशिष्ट एवं अनुकरणीय संस्थान के रूप में स्थापित करना।
|